Breaking PLUSଓଡ଼ିଶାମୁଖ୍ୟ ଖବର
ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ମାମଲା

ନୂଆଦିଲ୍ଲୀ- ପୁଣି ଆପ୍ ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ମାମଲା ରୁଜୁ ହୋଇଛି । ସ୍କୁଲ୍ ଗୃହ ନିର୍ମାଣରେ ୨ ହଜାର କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ମାମଲା ରୁଜୁ କଲା ଦିଲ୍ଲୀ ଦୁର୍ନୀତି ନିବାରଣ ଶାଖା ।ପ୍ରାୟ ୧୩ ହଜାର କ୍ଲାସ୍ରୁମ୍ ନିର୍ମାଣରେ ଦୁର୍ନୀତି ଅଭିଯୋଗ ହୋଇଛି ।