Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଉତ୍ତର ଓ ପୂର୍ବ ଭାରତରେ କୁହୁଡି ପାଇଁ ଏୟାର ଇଣ୍ଡିଆର ଆଡଭାଇଜରୀ

ନୂଆଦିଲ୍ଲୀ- ଉତ୍ତର ଓ ପୂର୍ବ ଭାରତରେ କୁହୁଡି ପାଇଁ ଏୟାର ଇଣ୍ଡିଆର ଆଡଭାଇଜରୀ ଜାରି କରିଛି ।ଉତ୍ତର ଓ ପୂର୍ବ ଭାରତରେ ଥିବା ବିମାନବନ୍ଦର ପ୍ରଭାବିତ ସମ୍ଭାବନା ଦେଖାଦେଇଛି ।ବିମାନ ବିଳମ୍ବିତ ହେବାର ସମ୍ଭାବନା; ଆଗୁଆ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରା ପୂର୍ବରୁ ଏୟାର ଇଣ୍ଡିଆ ୱେବ୍‌ସାଇଟରେ ଚେକ କରି ପାରିବେ ଯାତ୍ରୀ ।

Show More

Related Articles

Back to top button