ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
“ସଚ୍ଚୋଟ ଆତ୍ମାକୁ ଆଘାତ ଦେଇ ଆପଣ
ଭାଗ୍ୟକୁ ଠକି ପାରିବେ ନାହିଁ ,
ସମୟ ଯେତେ ବି ଗଡି ଯାଉ ନା କାହିଁକି
ପ୍ରତ୍ୟେକ କର୍ମର ଫଳ ନିଶ୍ଚୟ ମିଳିବ ।”
🍁🍁🍁🍁🍁🍁🍁
ସଫଳ ଲୋକଙ୍କ ମୁହଁରେ
ଦୁଇଟି ଜିନିଷ ଥାଏ ,
ହସ ଏବଂ ନୀରବତା
ସମସ୍ୟାର ସମାଧାନ ପାଇଁ ହସ ଏବଂ
ସମସ୍ୟାକୁ ଏଡ଼ାଇବା ପାଇଁ ନୀରବତା ।
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕
Back to top button