ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଏ ଜୀବନ ଦୁଇଦିନର,ଚାରିଦିନର,ଦିନର
ଚିନ୍ତାରେ ସମୟ ନଷ୍ଟ କରନ୍ତୁନାହିଁ…
ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରନ୍ତୁ,
ମନଖୋଲି ହସନ୍ତୁ,ଖୁସିରେ ବଞ୍ଚିବାକୁ ଶିଖନ୍ତୁ
ହେଲେ କାହାର କ୍ଷତି କରନ୍ତୁନାହିଁ…
🍁 ଶୁଭ ସକାଳର ଶୁଭ କାମନା 🍁
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕
Back to top button