Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆୟୁଷ୍ମାନ ଭାରତ ନିୟମ ପାଳନରେ 11ଟି ଘରୋଇ ହସ୍ପିଟାଲ ବିରୁଦ୍ଧରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର, 30 ମାର୍ଚ୍ଚ – ଆୟୁଷ୍ମାନ ଭାରତ ନିୟମ ମାନୁ ନାହାନ୍ତି ଘରୋଇ ହସ୍ପିଟାଲ ।  ଆୟୁଷ୍ମାନ ଭାରତର ନିୟମ ପାଳନରେ ଅନିୟମିତତା ହୋଇଛି । ଏପରି 11 ଟି ଘରୋଇ ହସ୍ପିଟାଲ ବିରୋଧରେ 56 ଟି ଅଭିଯୋଗ ଆସିଛି । ପ୍ରତି ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେଥିରୁ 10ଟି ହସ୍ପିଟାଲ ନିଲମ୍ବନ ହୋଇଥିବାବେଳେ ଗୋଟେ ହସ୍ପିଟାଲକୁ ଜରିମାନା କରାଯାଇଛି । ଏନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button