
କାର୍ରେ ସିଟ୍ ବେଲ୍ଟ ହେଲା ବାଧ୍ୟତାମୂଳକ । ଏଣିକି ବାଧ୍ୟତାମୂଳକ ହେବ କାର୍ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ । ଯଦି ଏହି ନିୟମ ଉଲଂଘନ କରାଯାଏ ତାହାଲେ ୧୦୦୦ଟଙ୍କା ହେବ ଜରିମାନା । ଏ ନେଇ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ବିଭାଗ ।
ସେହିପରି ଯେଉଁ ଗାଡିରେ ୮ରୁ କମ୍ ସିଟ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।