Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଅପରାହ୍ଣରୁ ଚାଲିବନି ଆମ୍ ବସ୍

ଭୁବନେଶ୍ୱର- ଆଜି ଅପରାହ୍ଣରୁ ଚାଲିବନି ଆମ୍ ବସ୍ । ଦୀପାବଳିି ପାଇଁ ସୋମବାର ଅପରାହ୍ଣ ୩ଟା ରୁ ଆମ୍ ବସ୍ ସେବା ବନ୍ଦ ରହିବ । କୌଣସି ରୁଟ୍ ରେ ଚଳାଚଳ କରିବ ନାହିଁ ବୋଲି କହିଛି କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା CRUT ।  ୨୧ ତାରିଖରୁ ପୁଣି ଆମ ବସ୍ ଚଳାଚଳ ସ୍ବାଭାବିକ ହେବ । ତେବେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

Show More

Related Articles

Back to top button