Breaking PLUSଓଡ଼ିଶାମୁଖ୍ୟ ଖବର
ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ- ଅମର ନାୟକ

ଭୁବନେଶ୍ୱର- ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ନେଇ ବିଜେପି ବିଧାୟକ ଅମର ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ରାଜ୍ୟସଭାରେ ବିଫଳତାକୁ ବଞ୍ଚାଇବାକୁ ବିରୋଧୀ ଏପରି କରୁଛନ୍ତି । ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ।ଏସ୍ସିବି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଚାଲିଛି । ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ବିରୋଧୀ ଆସୁ ନାହାଁନ୍ତି । ଗୃହ ଚାଲି ନପାରିବାରୁ ଲୋକଙ୍କ ସମସ୍ୟା ଆଲୋଚନା ହୋଇପାରୁନାହିଁ ବୋଲି ସେ କହିଛନ୍ତି ।



