Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ମାଓବାଦୀଙ୍କୁ ହିଂସାର ପଥ ଛାଡିବାକୁ ଆହ୍ୱାନ ଦେଲେ ଅମିତ ଶାହ

୨୦୨୬ ସୁଦ୍ଧା ଦେଶରୁ ନିପାତ ହେବେ ନକ୍ସଲ । ମାଓବାଦୀଙ୍କୁ ଫାଇନାଲ୍ ଅଲଟିମେଟମ୍ ଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କୁ ଭାଇ କହି ସମ୍ବୋଧନ କରି ବୁଝାଇବା ସହ ପରୋକ୍ଷରେ ଚେତେଇ ବି ଦେଇଛନ୍ତି । ଲାଲବାହିନୀର ଗଡ଼ ଛତିଶଗଡ଼ର ବସ୍ତରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଓବାଦୀଙ୍କୁ ହିଂସାର ପଥ ଛାଡ଼ିବାକୁ ଅପିଲ୍ କରିଛନ୍ତି ଅମିତ ଶାହ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button