Breaking PLUSଓଡ଼ିଶାମୁଖ୍ୟ ଖବର

ମଇଁଷି ଛୁଆ ମାରିଖାଇଲା ବାଘ

ଆନନ୍ଦପୁର: କେନ୍ଦୁଝରରେ ବାଘ ଆତଙ୍କ । ଗୁହାଳରୁ ଟେକି ନେଇ ମଇଁଷି ଛୁଆ ମାରିଖାଇଲା ବାଘ  । ସନ୍ତୋଷପୁର ରିଜର୍ଭ ଫରେଷ୍ଟ ରେଞ୍ଜ ମଡଣ୍ଡପଡ଼ା ଗାଁରେ ଆତଙ୍କ  । ଗତକାଲି ଗୁହାଳରେ ପଶି ମଇଁଷି ଛୁଆକୁ ଟେକି ନେଇଥିଲା ବାଘ । ଘର ଠାରୁ ୪୦୦ ମିଟର ଦୂରରେ ପଡ଼ିଛି ମଇଁଷି ଛୁଆର ମୁଣ୍ଡ ଓ ପଞ୍ଜରା ହାଡ଼ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button