Breaking PLUSଓଡ଼ିଶାମୁଖ୍ୟ ଖବର
କୋଟିଆରେ ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍

କୋରାପୁଟ: କୋଟିଆରେ ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍ । ସ୍ୱାସ୍ଥ୍ୟ ଯାଞ୍ଚ ସହ ଔଷଧ ପ୍ରଦାନ ବେଳେ ତଡ଼ିଲା ବ୍ଲକ ପ୍ରଶାସନ । ଉପରଗଞ୍ଜେଇ ପଦର ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିଲା । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆଣି ଗାଁରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ । ଖବର ପାଇ ବ୍ଲକ ପ୍ରଶାସନ ଅଧିକାରୀ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିଲେ ।


