Breaking PLUSଓଡ଼ିଶାମୁଖ୍ୟ ଖବର
ଖାଦ୍ୟରେ ବିଷକ୍ରିୟା କାରଣରୁ ମାଆ ସହ ୨ ପୁଅ ମୃତ

ଅନୁଗୁଳ: ଖାଦ୍ୟରେ ବିଷକ୍ରିୟା କାରଣରୁ ମାଆ ସହ ୨ ପୁଅଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଅଘଟଣ ଘଟିଛି ।ପାଳଙ୍ଗ ଶାଗ, ଚିକେନ୍ ଖାଇ ଅସୁସ୍ଥ ହେବାରୁ ଯାଇଥିଲେ ମେଡିକାଲ୍ । ଅନୁଗୁଳ ମେଡିକାଲ୍ରେ ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର ।



