Breaking PLUSଓଡ଼ିଶାମୁଖ୍ୟ ଖବର
ଏଏନଏମ ପ୍ରଶ୍ନପତ୍ର ଲିକ୍

ଭୁବନେଶ୍ୱର- ପରୀକ୍ଷାର ୩ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଛି । ଦ୍ୱିତୀୟ ବର୍ଷ ଛାତ୍ରଙ୍କ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ଦିନ ୨ଟାରେ ପରୀକ୍ଷା ଥିବା ବେଳେ ୧୧ଟା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଛି । ଆଜି ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା ।



