Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ

ସମ୍ବଲପୁର- ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ  । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ଗେଟ୍ ଗୁଡିକୁ ବନ୍ଦ କରାଯାଇଛି। ମଙ୍ଗଳବାର ୧୪ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୭ ଫୁଟ ରହିଥିଲା।  ପ୍ରତି ସେକେଣ୍ଡରେ ୨,୧୭,୧୦୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୨,୫୫,୭୭୦ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଆଜି ଡ୍ୟମ୍‌ର ୧୨ଟି ଗେଟ୍ ବନ୍ଦ କରାଯାଇଛି।

Show More

Related Articles

Back to top button