Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ଖୋଲିଲା ହୀରାକୁଦର ଆଉ 6ଟି ଗେଟ୍

ସମ୍ବଲପୁର- ଆଜି ପୁଣି ଖୋଲିଲା ହୀରାକୁଦର ଆଉ 6ଟି ଗେଟ୍ । ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ହୀରାକୁଦ, ବଢୁଛି ଜଳସ୍ତର। ତେଣୁ ଆଜି ହୀରାକୁଦ ଡ୍ୟାମ୍ର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଗେଟ୍ ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଥିଲା।