ଅନୁଚିନ୍ତା

✍ଆଜିର ଅନୁଚିନ୍ତା✍

  ମଣିଷ ନିଜକୁ
  ଅଧିକା ଚାଲାକ ଭାବେ
କିନ୍ତୁ
ବୁଝି ପାରେନି
ସମୟ ତା”ଠାରୁ ଚାଲାକ
ଆଉ ଯେଉଁ ଶିକ୍ଷା ଦିଏ
ଜୀବନ ସାରା ଭୁଲି ପାରେ ନାହିଁ
ବନ୍ଧୁ
ଉଚିତ୍ ସମୟ ରେ
ଉଚିତ୍ ଜବାବ ଦିଏ
ଶିଖିବା ଲୋକ ଶିଖ
ସମୟ ଠାରୁ ସମୟ ଜ୍ଞାନ
⏰⏰⏰⏰⏰⏰⏰

Show More

Related Articles

Back to top button