
ଶୁଭ ସକାଳର ଶୁଭ ମୁହୁର୍ତ୍ତରେ ମୋର ସମସ୍ତ ବନ୍ଧୁଙ୍କୁ ଶୁଭେଚ୍ଛା, ଅଭିନନ୍ଦନ, ପ୍ରଣାମ୍
1-ଅନ୍ୟର ଭୂଲ୍ ଦେଖିବା ହେଉଛି ସବୁଠାରୁ ବଡ଼ ଭୂଲ୍ । ତାହାଦ୍ବାରା ନିଜର ପାପ ଓ ଭୂଲକୁ ଦେଖିବା ସାର ହୋଇଥାଏ ।
2- ମନୁଷ୍ୟ ପ୍ରେମ ଦ୍ବାରା ଭଗବାନ ହୋଇପାରେ ।
ଞାନୀର ଭକ୍ତି ନଥିଲେ ଅଞାନ ପଦବାଚ୍ୟ ।
3- ରାଗ ଦ୍ବେଷ ଈର୍ଷା, ମନ ଭିତରେ ଥିଲେ, ପୂଜାପାଠ ଭଜନ କୀର୍ତ୍ତନ ନିରର୍ଥକ ।
4- ଯିଏ ଆତ୍ମସମର୍ପଣ କରିଛି ସିଏ ମୃତ୍ୟୁର ଶିକାର ନୁହେଁ ।