Breaking PLUSଓଡ଼ିଶାମୁଖ୍ୟ ଖବର

୩ ଦିନ ହେଲାଣି ଗାଁରେ ପଶି ଉତ୍ପାତ କରୁଛି ଆହତ ଦନ୍ତା

ଅନୁଗୁଳ: ୩ ଦିନ ହେଲାଣି ଗାଁରେ ପଶି ଉତ୍ପାତ କରୁଛି ଆହତ ଦନ୍ତା । ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଓ ମାଣପୁରରେ ହାତୀ ଉପଦ୍ରବ  । ଆହତ ହାତୀର ଡାହାଣ ଗୋଡ଼ରେ ଗଭୀର କ୍ଷତ ହୋଇଛି । ହାତୀକୁ କାବୁ କରି ଚିକିତ୍ସା କରିବାକୁ ବନବିଭାଗ ଉଦ୍ୟମ କରୁଛି ।

Show More

Related Articles

Back to top button