Breaking PLUSଓଡ଼ିଶାମୁଖ୍ୟ ଖବର
ଜେଲରୁ ମୁକୁଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ଝାରପଡା ଜେଲରୁ ମଙ୍ଗଳବାର ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ବାହାରିଛନ୍ତି। ଦୀର୍ଘ ୧୪ ମାସ ପରେ ଜେଲ୍ରୁ ବାହାରିଛନ୍ତି। ଜେଲରୁ ବାହାରି ନିଜ ପ୍ରତିକ୍ରିୟା ରଖି ଅର୍ଚ୍ଚା କହିଛନ୍ତି, କୋର୍ଟଙ୍କ ଉପରେ ଭରସା ଅଛି,ତଦନ୍ତରେ ସହଯୋଗ କରିବି। ଅର୍ଚ୍ଚନାଙ୍କୁ ନେବା ପାଇଁ ତାଙ୍କ ସ୍ୱାମୀ ଜଗବନ୍ଧୁ ଆସିଥିଲେ।