Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଇ ଧରାପଡ଼ିଲେ ନିକିରାଈ ARI ଅଭିମନ୍ୟୁ ବେହେରା

କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଧରାପଡ଼ିଲେ ନିକିରାଈ ARI ଅଭିମନ୍ୟୁ ବେହେରା । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ  । ସହ ରାଜସ୍ୱ ନିରୀକ୍ଷକଙ୍କ ଆଳି ଓ ଗରାପୁର ବାସଭବନରେ ରେଡ୍  । ନିକିରାଈ ଆର୍‌ଆଇ ଅଫିସରେ ମଧ୍ୟ ଚାଲିଛି ଖାନତଲାସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button