Breaking PLUSଓଡ଼ିଶାମୁଖ୍ୟ ଖବର

ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପ ବନ୍ଦ କଲା ASI

କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପ ବନ୍ଦ କଲା ASI  । ପର୍ଯ୍ୟଟକମାନଙ୍କ ଅସାବଧାନତାରୁ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ପଦକ୍ଷେପ  ନିଆଯାଇଛି । ମନ୍ୟୁମେଣ୍ଟ ଆଇନ ଅନୁଯାୟୀ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇ କଟକଣା ଜାରି କରାଯାଇଛି । ବାରିକେଟ ଲଗାଇ ନାଟ୍ୟ ମଣ୍ଡପର ୪ ଦ୍ଵାର ସମ୍ମୁଖକୁ ବନ୍ଦ କରାଯାଇଛି ।

Show More

Related Articles

Back to top button