Breaking PLUSଓଡ଼ିଶାମୁଖ୍ୟ ଖବର

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ASI ଟିମ୍‌

ପୁରୀ: ଗୁପ୍ତ ରତ୍ନଭଣ୍ଡାର, ସୁଡ଼ଙ୍ଗ ଖୋଜିବେ ବିଶେଷଜ୍ଞ ଟିମ୍‌ । ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ କରିବେ । ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ହେବ ତଦାରଖ  । ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ, ତଦାରଖ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ବିଶେଷଜ୍ଞ ଟିମ୍‌ ଦ୍ବାରା ଯାଞ୍ଚ କରାଯିବ । କିଛି ଅଛି କି ନାହିଁ ଦେଖାଯିବ ।

Show More

Related Articles

Back to top button