Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଆସାମରେ ରେଳ ଧାରଣାରେ ବିସ୍ଫୋରଣ; ଉଡ଼ିଲା ଟ୍ରେନ୍ ଟ୍ରାକ୍

ଗ୍ୱୌହାଟୀ- ଆସାମରେ ରେଳ ଧାରଣାରେ ବିସ୍ଫୋରଣ; ଉଡ଼ିଲା ଟ୍ରେନ୍ ଟ୍ରାକ୍ । ସଲାକାଟି ଏବଂ କୋକ୍ରାଝାର ମଧ୍ୟରେ ଟ୍ରାକ୍ରେ ବିସ୍ପୋରଣ ହୋଇଛି । IED ଦ୍ବାରା ବିସ୍ଫୋରଣ ଘଟାଇଥିବା RPF ଅନୁମାନ କରିଛି । କେମିତି ଓ କାହିଁକି ବିସ୍ଫୋରଣ ଘଟିଲା କାରଣ ଅସ୍ପଷ୍ଟ ରହିଛି । ମରାମତି ପାଇଁ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଂଚିଛନ୍ତି । ବିସ୍ଫୋରଣ ପରେ ଅନେକ ଟ୍ରେନ୍ର ଗତିପଥ ବଦଳିଲା ।



