Breaking PLUSଓଡ଼ିଶାମୁଖ୍ୟ ଖବର
ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ

ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ପୋଲାଭରମ୍ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଗୃହକୁ ମୁଲବତୀ ଘୋଷଣା କରାଯାଇଛି । କଂଗ୍ରେସ ଓ ବିଜେଡିର ନାରାବାଜି ଓ ହୋହଲ୍ଲା ପରେ ମୁଲବତୀ ଘୋଷଣା କରାଯାଇଛି । ପୋଲାଭରମ୍ ପ୍ରସଙ୍ଗ ବିଚାରାଧୀନ ଥିବାରୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି ।



