Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ
ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬, କଟକରୁ ୫, ଅନୁଗୁଳ ଓ ବରଗଡରୁ ୪ ଲେଖାଏଁ, ବାଲେଶ୍ୱର,ଭଦ୍ରକ,ବୌଦ୍ଧ,ଢେଙ୍କାନାଳ,ଗଞ୍ଜାମ ଓ ନୟାଗଡରୁ ୩ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରୁ ୨ ଲେଖାଏଁ ଏବଂ ବଲାଙ୍ଗୀର,ଯାଜପୁର,ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି
ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬, କଟକରୁ ୫, ଅନୁଗୁଳ ଓ ବରଗଡରୁ ୪ ଲେଖାଏଁ, ବାଲେଶ୍ୱର,ଭଦ୍ରକ,ବୌଦ୍ଧ,ଢେଙ୍କାନାଳ,ଗଞ୍ଜାମ ଓ ନୟାଗଡରୁ ୩ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରୁ ୨ ଲେଖାଏଁ ଏବଂ ବଲାଙ୍ଗୀର,ଯାଜପୁର,ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୨୫୭ରେ ପହଞ୍ଚିଛି।