Breaking PLUSଦେଶମୁଖ୍ୟ ଖବର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ
ନୂଆଦିଲ୍ଲୀ- ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ବି ଶପଥ ଗ୍ରହଣ କଲେ । ଗୋପାଳ ରାୟ, କୈଳାସ ଗେହଲଟ ମନ୍ତ୍ରୀ ହେଲେ ।