Breaking PLUSଓଡ଼ିଶାମୁଖ୍ୟ ଖବର

ମଦ ରେଡ୍ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ

ଭବାନୀପାଟଣା: ମଦ ରେଡ୍ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ସଦର ଥାନା ଦୁର୍ଗମ କନର୍ଲା ଗାଁରେ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଆକ୍ରମଣରେ ୨ ଅବକାରୀ କନଷ୍ଟେବଲ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button