Breaking PLUSଓଡ଼ିଶାମୁଖ୍ୟ ଖବର

ଖାଇବା ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ମାଡ

ଭୁବନେଶ୍ୱର- କିଛି ଯୁବକ ଖାଇବା ଦେବାରେ ବିଳମ୍ବ କରିବାରୁ ୱେଟରଙ୍କ ପିଟିଥିବା ଅଭିଯୋଗ ହୋଇଛି। ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଖାଇବାକୁ ମାଗି ୨ ମିନିଟ ବିଳମ୍ବ ହେବାରୁ ୱେଟରକୁ ମାଡ଼ ମାରିଥିବା ଅଭିଯୋଗ କରାଯାଇଛିି। ୱେଟରଙ୍କୁ ମାଡ଼ ମାରିଥିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ ଆରମ୍ଭ କରିଛି।

Show More

Related Articles

Back to top button