Breaking PLUSଓଡ଼ିଶାମୁଖ୍ୟ ଖବର

ସୌମ୍ୟଙ୍କୁ ଅନୁଭବଙ୍କ ଚାଲେଞ୍ଜ

() ସୌମ୍ୟ ପଟ୍ଟନାୟକଙ୍କୁ ପୁଣି ଚ୍ୟାଲେଞ୍ଜ୍‌ କଲେ ଅନୁଭବ ପଟ୍ଟନାୟକ` ଦଳୀୟ ସାଥୀ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବଙ୍କ ଚାଲେଂଜ କହିଲେ ଓଡ଼ିଶାବାସୀଙ୍କ ପାଖରେ ସୌମ୍ୟଙ୍କ ଗୁମର ପଦାରେ ପଡ଼ିଛି । ମୁଁ ତାଙ୍କୁ ୧୨ ଘଣ୍ଟା ସମୟ ଦେଇଥିଲି, ଏହା ଭିତରେ ୨୪ ଘଣ୍ଟା ପୂରିଛି । ‘ଏବେ ସୌମ୍ୟ ପଟ୍ଟନାୟକ ଜଣେ ମିଛୁଆ ପ୍ରମାଣିତ ହୋଇଛନ୍ତି । ଅଧିକାଂଶ ଜାଣିଛନ୍ତି ସେ ଖବର କାଗଜକୁ ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି ।

ଏପରି ମିଛ କହିଥିବାରୁ ବିଧାୟକ ପଦରୁ ଇସ୍ତଫା ଦେଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଯଦି ସତ୍‌ସାହସ ଅଛି ଆଉ ଥରେ ଖଣ୍ଡପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ସୌମ୍ୟଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ ।

Show More

Related Articles

Back to top button