Breaking PLUSଓଡ଼ିଶାମୁଖ୍ୟ ଖବର
ବଡ଼ବିଲରେ ବୁଲିଲା ବୁଲ୍ଡୋଜର; ୪ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଲା

ବଡବିଲ- ବଡ଼ବିଲରେ ବୁଲିଲା ବୁଲ୍ଡୋଜର; ୪ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଲା । ସରକାରୀ ଜମିରେ ଥିବା ଘରେ ବୁଲ୍ଡୋଜର ବୁଲାଇଲା ସ୍ଥାନୀୟ ପ୍ରଶାସନ । ୩ ପ୍ଲାଟୁନ ପେlଲିସ ଫେlର୍ସ ଉପସ୍ଥିତରେ ଘର ଭାଙ୍ଗିଲା ପ୍ରଶାସନ । ବିଭିନ୍ନ ଅପରାଧରେ ସାମିଲ ଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।


