Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଇ ଧରାପଡ଼ିଲେ ବଡ଼ସାହି ବ୍ଲକ୍ ADEO

ବାରିପଦା: ଲାଞ୍ଚ ନେଇ ଧରାପଡ଼ିଲେ ବଡ଼ସାହି ବ୍ଲକ୍ ADEO  । ADEO ହେମନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ । ଅଢେଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି ଏଡିଇଓ । ଦେଢ ଲକ୍ଷ ଟଙ୍କା ବିଲ୍ ପାଇଁ ନେଉଥିଲେ ଅଢେଇ ହଜାର ଲାଞ୍ଚ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button