Breaking PLUSଓଡ଼ିଶାମୁଖ୍ୟ ଖବର

ସରକାରୀ ଜମିରେ ବୈକୁଣ୍ଠ ଧାମ ମନ୍ଦିର !

ଭୁବନେଶ୍ୱର- ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ଜିଏ ପକ୍ଷରୁ ମାପଚୁପ  । ମାପଚୁପ ପରେ ଜିଏର ସହକାରୀ ନିର୍ଦ୍ଦେଶକ ଅମୀୟ ଦାସଙ୍କ ସୂଚନା   ।‘ଜିଏ, ବିଡିଏ, ତହସିଲ ପକ୍ଷରୁ ସରଜମିନ ତଦନ୍ତ କରିଛୁ’  । ‘ଆଶ୍ରମ ଥିବା ଜାଗା ସରକାରୀ ନା ସ୍ଥିତିବାନ ଜମି, ଆମେ ଦେଖୁଥିଲୁ’  ।‘ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ, ସରକାରୀ ଜମି ଆସିପାରେ’ ।ଆମର ମାପଚୁପ ସରିଛି, ଏବେ ସରକାରଙ୍କୁ ରିପୋର୍ଟ ଦେବୁ’ ।ଯଦି ସରକାରୀ ଜମିରେ ଆଶ୍ରମ ଥିବ, ଆଇନ ଅନୁସାରେ ପଦକ୍ଷେପ’ ନିଆଯିବ ।

Show More

Related Articles

Back to top button