Breaking PLUSଓଡ଼ିଶାମୁଖ୍ୟ ଖବର

କାଲି ଭାଙ୍ଗିବ ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ !

କାଲି ଭଙ୍ଗାଯିବ ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ |ଖଣ୍ଡଗିରି ର ବୈକୁଣ୍ଠ ଧାମ ଆଶ୍ରମ ଖାଲି କରିବାକୁ BDA ତରଫରୁ କଡା ନିର୍ଦେଶ ଦିଆଯାଇଛି |BDA ର ନିର୍ଦେଶ ଅନୁଯାଇ କାଲି ଦିନ ୧୨ ଟା ସୁଦ୍ଧା ଆଶ୍ରମ ଖାଲି ହେବା ଦରକାର |ମାଇକ ଯୋଗେ ପ୍ରଚାର କରି ଆଶ୍ରମ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି |ଆଶ୍ରମ ଖାଲି କରିବା ପରେ BDA ତରଫରୁ ଭଙ୍ଗାଭଙ୍ଗି କାମ ଆରମ୍ଭ ହେବ |ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ୍ ଦେଇ ବିଭ୍ରାନ୍ତ କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ | ନିକଟରେ ହାଇକୋର୍ଟ ଦେଇଥିବା ନିଜର ରହିତାଦେଶକୁ ଉଠାଇ ନେଇଛନ୍ତି |

Show More

Related Articles

Back to top button