Breaking PLUSଓଡ଼ିଶାମୁଖ୍ୟ ଖବର
3ରେ ବୈକୁଣ୍ଠ ଆଶ୍ରମ ମାମଲାର ଶୁଣାଣି
ଭୁବନେଶ୍ବର ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ବେଆଇନ ନିର୍ମାଣ ପ୍ରସଙ୍ଗ । ନିର୍ମାଣ ଭାଙ୍ଗିବା ରୋକ୍ ଉପରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ବଜାୟ ନିର୍ଦ୍ଦେଶ ।GAକୁ ଗଣଶିକ୍ଷା ବିଭାଗର ଏସମ୍ପର୍କିତ ଚିଠି ଜାଲ୍ କହିଲେ ସରକାରୀ ଓକିଲ ।ସତ୍ୟପାଠ ଆକାରରେ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜାନୁଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରଯାଇଛି ।