Breaking PLUSଓଡ଼ିଶାମୁଖ୍ୟ ଖବର

ଟାଉନ୍ ଥାନା ସିନେମା ଛକରେ ଜଳିଗଲା ଦୋକାନ

ବାଲେଶ୍ବର: ଟାଉନ୍ ଥାନା ସିନେମା ଛକରେ ଜଳିଗଲା ଦୋକାନ  । ୪ ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ସର୍ଟସର୍କିଟରୁ ନିଆଁ, ଉପର ମହଲାରେ ବାଣ ଗଚ୍ଛିତ ଥିବାରୁ ଆହୁରି ତୀବ୍ର  । ୪ରୁ ୫ କୋଟି ଟଙ୍କାର ସାମଗ୍ରୀ ନଷ୍ଟ ଅଭିଯୋଗ, ନିଆଁ ଲିଭା ଉଦ୍ୟମ ଜାରି ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button