Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରାରେ କରେଂଟ ଲାଗି ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର-  କଟକ ବାଲିଯାତ୍ରାରେ କରେଣ୍ଟ ଲାଗି +୨ ଛାତ୍ରଙ୍କ ମୃତ୍ୟୁ ଘଟଣା  । ତଦନ୍ତ ପାଇଁ ତହସିଲଦାର ଓ ଟିପିସିଓଡିଏଲ୍‌କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  । କାହା ଜାଣତରେ ଅଘଟଣ ଘଟିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ  । ଘଟଣା ଅତ୍ୟନ୍ତ ଦୁଃଖଦାୟକ, ପରିବାରକୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ

Show More

Related Articles

Leave a Reply

Your email address will not be published. Required fields are marked *

Back to top button