Breaking PLUSଓଡ଼ିଶାମୁଖ୍ୟ ଖବର

ବିଳମ୍ବିତ ରାତିରେ ଲୁଟ୍‌ ପରେ ଘର ଜାଳିଦେଲେ ଦୁର୍ବୃତ୍ତ

ବାଲୁଙ୍ଗା: ବିଳମ୍ବିତ ରାତିରେ ଲୁଟ୍‌ ପରେ ଘର ଜାଳିଦେଲେ ଦୁର୍ବୃତ୍ତ । ବାଲୁଗାଁ ଥାନା ବେଲପଡ଼ା ରୋଡ୍‌ରେ ଥିବା ଜଣଙ୍କ ଘରୁ ଲୁଟ୍‌ ହୋଇଛି । ୫୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ହୋଇଛି ।

Show More

Related Articles

Back to top button