Breaking PLUSଓଡ଼ିଶାମୁଖ୍ୟ ଖବର

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମର ପର୍ଦ୍ଦାଫାସ୍

ବରଗଡ଼: ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମର ପର୍ଦ୍ଦାଫାସ୍ ହୋଇଛି । ଅନଲାଇନ୍ ଗେମ୍‌ରେ ୧୨ ଲକ୍ଷ ହାରିବାରୁ ଭରଣା ପାଇଁ ଲୁଟ୍ ଉଦ୍ୟମ ହୋଇଥିଲା । ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ‘ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ୨ଟି ନକଲି ବନ୍ଧୁକ, ଗୋଟିଏ ଅସଲି ବନ୍ଧୁକ, ୨ ଗୁଳି, ଛୁରି ଜବତ ହୋଇଛି ।  କାଲି ସନ୍ଧ୍ୟାରେ ବନ୍ଧୁକ ଓ ଛୁରି ଦେଖାଇ ବ୍ୟାଙ୍କ ଲୁଟ୍ ଉଦ୍ୟମ କରିଥିଲେ  । ବ୍ୟାଙ୍କ କର୍ମଚାରୀ ସାଇରନ୍ ବଜାଇବାରୁ ପଣ୍ଡ ହୋଇଥିଲା ଲୁଟ୍ ଉଦ୍ୟମ ।

Show More

Related Articles

Back to top button