Breaking PLUSଓଡ଼ିଶାମୁଖ୍ୟ ଖବର
ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ

ବରଗଡ଼: ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ ।ମଣ୍ଡି ଅଚଳାବସ୍ଥାକୁ ନେଇ ଏନ୍ଏଚ୍- ୫୩ରେ ପ୍ରତିବାଦ କରିଛନ୍ତି ଚାଷୀ ।ପୋଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି ।ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି ।



