Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ଜିଲ୍ଲାର ଚାଷୀମାନଙ୍କଠାରୁ କିଣା ଯିବ ଧାନ

ବରଗଡ଼: ଆଜିଠାରୁ ଜିଲ୍ଲାର ଚାଷୀମାନଙ୍କଠାରୁ କିଣା ଯିବ ଧାନ । ଚାଷୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ପ୍ରଶାସନର ପ୍ରତିଶ୍ରୁତି  । ଉପଜିଲ୍ଲାପାଳ ଓ ସମବାୟ ବିଭାଗ ଅଧିକାରୀଙ୍କ ସୂଚନା । ‘P-PAS ଜରିଆରେ ଚାଷୀଙ୍କଠୁ ନିୟମ ଅନୁଯାୟୀ ଧାନ କିଣାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button