Breaking PLUSଓଡ଼ିଶାମୁଖ୍ୟ ଖବର

ବାରିପଦାରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଓ ପବନରେ ୨ ମୃତ

ଭୁବନେଶ୍ୱ, 28 ମାର୍ଚ୍ଚ- ବାରିପଦାରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଓ ପବନରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଦୁଇଟି ପୃଥକ ପୃଥକ ଘଟଣାରେ ୨ ମୃତ, ୩ ଜଣ ଆହତ ହୋଇଛନ୍ତି । ଏନ୍ଏଚ୍‌ ୧୮ରେ ଗଛ ପଡ଼ି ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି ।

ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଅଘଟଣ ଘଟିଛି । ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ବାରିପଦା-ଉଦଳା ରାସ୍ତା ଖୁଣ୍ଟାରେ ଗଛରେ ପିଟିହୋଇଥିଲା ବାଇକ୍ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button