Breaking PLUSଓଡ଼ିଶାମୁଖ୍ୟ ଖବର

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ଼, ଅବସ୍ଥା ସଂକଟାପନ୍ନ

ବାରିପଦା: କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ବାଇଗଣବାଡ଼ିଆ ସ୍ଥିତ ବିବି କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ଼ ।ସାମାନ୍ୟ ବଚସାରୁ ଛୁରାମାଡ଼ କଲେ ଆଉ ଜଣେ ଛାତ୍ର   ।ଗୁରୁତର ଛାତ୍ର ଜଣଙ୍କ ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି ।ଛୁରାମାଡ଼ କରିଥିବା ଛାତ୍ରକୁ କୁଳିଅଣା ପୋଲିସର ଜିମା ଦେଲେ ଅନ୍ୟ ଛାତ୍ର ।

Show More

Related Articles

Back to top button