Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲ ତଳକୁ ଖସି ପଡ଼ିଲା ବରଯାତ୍ରୀ ଗାଡ଼ି; ୧୦ ଆହତ

ବାରିପଦା: ପୋଲ ତଳକୁ ଖସି ପଡ଼ିଲା ବରଯାତ୍ରୀ ଗାଡ଼ି । ଏହି ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି । ରାସଗୋବିନ୍ଦପୁର ଥାନା ନଳବଜା ନିକଟରେ ଦୁର୍ଘଟଣା ଘଟିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button