Breaking PLUSଦେଶମୁଖ୍ୟ ଖବର

ଦେବଜିତ୍‌ ସାଇକିଆ BCCIର ନୂଆ ସମ୍ପାଦକ

ନୂଆଦିଲ୍ଲୀ- ଦେବଜିତ୍‌ ସାଇକିଆ BCCIର ନୂଆ ସମ୍ପାଦକ  । ଆସାମର ପୂର୍ବତନ କ୍ରିକେଟର୍ ଦେବଜିତ୍‌ ସାଇକିଆ  । ସାଇକିଆଙ୍କୁ ନିଯୁକ୍ତି ଦେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ  । ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ଦାୟିତ୍ବ ଦିଆଯାଇଛି ।

Show More

Related Articles

Back to top button