Breaking PLUSଓଡ଼ିଶାମୁଖ୍ୟ ଖବର

ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ରାସ୍ତାରେ ଗଲା ଜୀବନ

ଭବାନୀପାଟଣା: ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ରାସ୍ତାରେ ଗଲା ଜୀବନ । ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ ଅଭାବନୀୟ ଘଟଣା  । ଗୁରୁତର ଯୁବତୀଙ୍କୁ ଖଟିଆରେ ଆଣିବା ବେଳେ ବାଟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ପାଖକୁ ଆଣିବା ଆଗରୁ ଅଧା ରାସ୍ତାରେ ଚାଲିଗଲା ଜୀବନ । ଅଧାବାଟରୁ ମୃତଦେହ ଧରି ଘରକୁ ଫେରିଗଲେ ପରିବାର ଲୋକେ  । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇନପାରି ୫ କିମି ଦୂରରେ ରହିଥିଲା

Show More

Related Articles

Leave a Reply

Your email address will not be published. Required fields are marked *

Back to top button