Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ୟାସ୍‌ ଟାଙ୍କି ଫାଟି ପରିବାରର ୩ ଜଣ ଗୁରୁତର

ଭଦ୍ରକ: ଗ୍ୟାସ୍‌ ଟାଙ୍କି ଫାଟି ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗର ବ୍ଲକ୍ ଉଚ୍ଚପଦା ସ୍ଥିତ ଗୁଡ଼ିଆ ସାହିରେ ଅଘଟଣ ଘଟିଛି । ରୋଷେଇ କରୁଥିବା ବେଳେ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନିଆଁ ଆୟତ୍ତ କରାଯାଇଛି ।

Show More

Related Articles

Back to top button