Breaking PLUSଓଡ଼ିଶାମୁଖ୍ୟ ଖବର

ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି- ଭକ୍ତ ଦାସ

ଭୁବନେଶ୍ୱର- ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି । ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି । ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲିବୋଲି କହିଛନ୍ତି ଭକ୍ତ ଚରଣ ଦାସ  । ଵିଭୀଷଣ ଭଗବାନଙ୍କ ଶରଣରେ ଥିଲେ, କଥା ଛଳରେ ମୁଁ କହିଥିଲି  ।ଏ ସମୟରେ ଅଯଥା ବାଦ ବିବାଦ କରନ୍ତୁ ନାହିଁ, କଂଗ୍ରେସ ରିଭାଇଭ୍‌ କରୁଛି । ମୋ ବିରୋଧରେ ସୀମା ବାହାରେ ଅପପ୍ରଚାର, ମୋର କିଛି ହେବ ନାହିଁ  । ‘କିଏ ଚାହିଁବ ମୁଁ କାହାର ଗୁଲାମ ହୋଇ କାମ କରିବି, ସେମିତି ହେବ ନାହିଁ  । ପିସିସି ସଭାପତି ହଟାଅ ଅଭିଯାନ ନେଇ ମଧ୍ୟ ମତ ରଖିଲେ ଭକ୍ତ । ନିର୍ବାଚନ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ପ୍ରତିଯୋଗିତା ହେଲେ ଚଳିବ । ଏବେ ସେଭଳି ସମୟ ଆସି ନାହିଁ, ଏହା ହେଉଛି ଏକ ଆରମ୍ଭ ମାତ୍ର ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button