Breaking PLUSଓଡ଼ିଶାମୁଖ୍ୟ ଖବର

ଦେବାଶିଷଙ୍କୁ ଭକ୍ତଙ୍କ କିଟ୍ ଛାଟ

ଭୁବନେଶ୍ୱର- କିଟ୍‌ ପ୍ରସଙ୍ଗରେ ଦେବାଶିଷ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗ । ଦେବାଶିଷଙ୍କୁ ତାଗିଦ କରିଥିବା କହିଲେ ପିସିସି ସଭାପତି ଭକ୍ତ ଦାସ  । ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ମାତ୍ର ପ୍ରଶଂସା କରିପାରିବେନି । ପାର୍ଟି ଲାଇନରୁ ବାହାରି ଗଣମାଧ୍ୟରେ କେହି କହିପାରିବେନି’ । ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ ବୋଲି ଭକ୍ତ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button