Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣା ଘଟାଇ ଖସି ପଳାଉଥିଲା ବେଳେ କାର୍‌ ଚାଳକ ଅଟକ

ଭଞ୍ଜନଗର: ଦୁର୍ଘଟଣା ଘଟାଇ ଖସି ପଳାଉଥିଲା ବେଳେ କାର୍‌ ଚାଳକ ଅଟକ । ସୋରଡ଼ା ଥାନା ଲାଠିପଡ଼ା ନିକଟରେ କାବୁ କରି ନିର୍ଧୂମ ଛେଚି ପୋଲିସ ଜିମା ଦେଲେ । ଧରାକୋଟ ଥାନା ବରଡ଼ାବିଲି ନିକଟରେ ବାଇକ୍‌କୁ ଧକ୍କା ଦେଇ ପଳାଉଥିଲେ  । ବାଇକ୍‌ରେ ଥିବା ୨ ଜଣ ଗୁରୁତର, ଉଭୟେ ମେଡିକାଲ୍‌ରେ ଭର୍ତ୍ତି ।

Show More

Related Articles

Back to top button