Breaking PLUSଓଡ଼ିଶାମୁଖ୍ୟ ଖବର
କଟକ ବାଲିଯାତ୍ରାକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶାସନକୁ ତେର୍ଚ୍ଛା ବାଣ

ଭୁବନେଶ୍ୱର- କଟକ ବାଲିଯାତ୍ରାକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ପ୍ରଶାସନକୁ ତେର୍ଚ୍ଛା ବାଣ । ଉପର ପଡ଼ିଆରେ କାଦୁଅ ଅଛି କି, ହେଲେ ତଳ ପଡ଼ିଆ ତ କାଦୁଅ । ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ନିଷ୍ପତ୍ତିକୁ ମୁଁ ଭୁଲ କହିଥିଲି । ଗତବର୍ଷ ତତ୍କାଳୀନ ଡିସିପି କାହା ସହ ପରାମର୍ଶ ନ କରି ସତ୍ୟପାଠ ଦେଲେ । ଉପର ପଡ଼ିଆରେ ବାଲିଯାତ୍ରା ନ କରିବା ପାଇଁ ସତ୍ୟପାଠ ଦେବାରୁ ବିବାଦ । ସବୁବେଳେ ବାଲିଯାତ୍ରାକୁ ନେଇ ନୂଆ କଥା ହେଉଛି, ଏଥର କଣ ହେଉଛି ଦେଖାଯାଉ ବୋଲି କହିଛନ୍ତି ଭର୍ତ୍ତୃହରି ।



